ଲାଇକୀ ବିଷୟରେ
Likee (ପୂର୍ବ ନାମ LIKE ଭିଡ଼ିଓ) ହେଉଛି ବିଶ୍ୱର ପ୍ରମୂଖ ଛୋଟ ଭିଡିଓ ନିର୍ମାଣ ପ୍ଲାଟଫର୍ମ, ଯାହାକି ଅତ୍ୟାଧୁନିକ ବିଶେଷ ପ୍ରଭାବ ଭିଡ଼ିଓ ସୁଟିଂ ଏବଂ ସମ୍ପାଦନ ଉପକରଣ ଅଟେ। Likee ପ୍ରଥମ ଥର ପାଇଁ ଜୁଲାଇ ୨୦୧୭ ରେ ପ୍ରକାଶିତ ହୋଇଥିଲା ଏବଂ ବର୍ତ୍ତମାନ ବିଶ୍ୱର ଅଧିକ ଲୋକପ୍ରିୟ ଆପ୍‌ ଅଟେ। ଆମର ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ରୋମାଞ୍ଚକ ଭିଡିଓ ତିଆରି କରିବା ଏବଂ ସ୍ମରଣୀୟ ମୁହୁର୍ତ୍ତଗୁଡ଼ିକୁ ରେକର୍ଡ କରିବାରେ ସହଜ କରାଇବା। ଆମେ ଆଶା କରୁଛୁ ଯେ ପ୍ରତ୍ୟେକ ବ୍ୟକ୍ତି ବହୁମୂଲ୍ୟ ଏବଂ ରୁଚିକର ଆବିଷ୍କାରର ଆନନ୍ଦ ଉଠାଇ ପାରିବେ, ଏବଂ ସାରା ବିଶ୍ୱର ଆନନ୍ଦ ଉଠାଇପାରିବେ। Likee ଉଭୟ iOS ଏବଂ ଆଣ୍ଡ୍ରୋଏଡ଼ ଅପରେଟିଂ ସିଷ୍ଟମରେ ଉପଲବ୍ଧ ଅଟେ।